ଜନ୍ମ ପତ୍ରିକା ନଥିବା କିମ୍ବା ସନ୍ଦେହାତ୍ମକ ଜନ୍ମପତ୍ରିକା ଥିବା ବ୍ୟକ୍ତି ମାନଙ୍କ ପାଇଁ ହସ୍ତରେଖାରୁ ସଠିକ୍ ଭବିଷ୍ୟତ ଜ୍ଞାନ ନିମନ୍ତେ ଆମର ଏହି ପ୍ରଯତ୍ନ । ପୁରୁଷମାନଙ୍କର ଦକ୍ଷିଣ ହସ୍ତ ଓ ସ୍ତ୍ରୀ ମାନଙ୍କର ବାମହସ୍ତରୁ ଫଳାଫଳ ଜ୍ଞାତ ହୁଏ , ଏହା ସହିତ ଶରୀରର ଅନ୍ୟ ଲକ୍ଷଣମାନ ଫଳା ଦେଶରେ ସାହାଯ୍ୟ କରେ । ଯେକୌଣସି ବ୍ୟକ୍ତି ଜନ୍ମ ବୟସ ଓ ଆବଶ୍ୟକୀୟ ସମସ୍ୟା ସମାଧାନର ପ୍ରଶ୍ନ ସହିତ ହସ୍ତରେଖା ବିଚାର କରିପାରିବେ, ଏଥିପାଇଁ ଦୂରରେ ରହି ହସ୍ତରେଖାର ଫଟୋଚିତ୍ର ମଧ୍ୟ ପଠାଇପାରିବେ । ଜାତକ ବିଚାର ପରି ଏହା ବିଚାର କରି ପ୍ରତିକାର ବ୍ୟବସ୍ଥା କରିଦିଆଯାଏ ।

ଏଭଳି ଫଳାଦେଶ ଚାହୁଁଥିଲେ ସ୍ତ୍ରୀ ଲୋକମାନଙ୍କର ବାମ ଓ ପୁରୁଷ ମାନଙ୍କର ଦକ୍ଷିଣ ହସ୍ତର ମଣିବନ୍ଧ ଠାରୁ ଆଙ୍ଗୁଳି ଅଗ୍ର ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଫୋଟଚିତ୍ର ୨ ଦିନ ପୂର୍ବରୁ ଆମପାଖକୁ Whatsup no- 7008489288 କିମ୍ବା 9437064130 ରେ ପଠାଇବା ସହ  ନିଜର ଆବଶ୍ୟକ ଥିବା ସର୍ବାଧିକ ୨ଟି ପ୍ରଶ୍ନ ଲେଖି ପଠାଇ ଫୋନ ଓ ଭିଡିଓ କଲିଙ୍ଗ୍ ଦ୍ବାରା ପ୍ରତିକାର ବ୍ୟବସ୍ଥା କରିପାରିବେ । ଅପଣଙ୍କ ପ୍ରଶ୍ନର ଉତ୍ତର ଓଡ଼ିଆ ,ସଂସ୍କୃତ ,ହିନ୍ଦୀ ଓ ବେଙ୍ଗଲୀ ଭାଷାରେ କେବଳ ଦିଆଯାଏ । ସମସ୍ତ ବିଦେଶୀ  କେବଳ ଇଂରାଜି ଭାଷାରେ ହିଁ କରାଯିବ I

ବୁକିଂ କରିସାରିବା ପରେ ଆପଣକୁ ବାର୍ତାଳାପ ର ସମୟ ଜଣାଇଦିଆଯିବ I

For Palm Reading : Rs. 500     

For RTGS, IMPS and NEFT Payments

Name: Bayunandan Mishra

Bank : Central Bank of India

Branch: Bhadreswar

Account  No: 2134187980

IFSC Code: Cbin0282455

Google Pay & Phone Pay No: 9437064130