ଆଧୁନିକ ଯୁଗରେ ଅଶାନ୍ତି ବୈବାହିକ ସଂଯୋଗ ବିଯୋଗ ଓ ଏଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ସହିତ ଉଭୟ ପରିବାର ଭାରାକ୍ରାନ୍ତ ହେବା ଏକ ସାଧାରଣ ଘଟଣା । ଅନେକ କୋଟ କଚେରୀ ଜ୍ୟୋତିଷ ପଣ୍ଡିତ ଓ ଦେବାଦେବୀଙ୍କ ଆଶ୍ରିତ ହୋଇ ସନ୍ତାପିତ ହେଉଛନ୍ତି । କେତେକ ସନ୍ତାନହୀନ ତ କେତେକ ଭୟଙ୍କର ରୋଗଗ୍ରସ୍ଥ ହେଉଛନ୍ତି । କେତେକଙ୍କୁ ନିସଙ୍ଗ ଓ ହତାସା ହାସ୍ୟତାମୟ ଜୀବନ ବିତାଇବାକୁ ପଡୁଛି । ଏହାର ନିରାକରଣ ପାଇଁ ପ୍ରାଚୀନ ଭାରତୀୟ ମୁନିଋଷିମାନେ ମେଳକ ବିଚାରର ଆବଶ୍ୟକତା ଉପଲବ୍ଧି କରିଥିଲେ । ଆଧୁନୀକ ବୈଜ୍ଞାନିକ ମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ପାତ କଲେଣି । ପ୍ରତିଧର୍ମ ଓ ସଭ୍ୟତାରେ ଏହାର ଉପାଦେୟତା ଅଛି । ଉଭୟଙ୍କ ଜନ୍ମପତ୍ରିକା ବା ହସ୍ତାରଖା ସହିତ ଉଭୟଙ୍କର ବ୍ଲଡଗ୍ରୁପ ମେଳକରି ଆମେ ପରାମର୍ଶ ଦେଇଥାଉ । ବିବାହ ପୂର୍ବରୁ ଏହି ମେଳକ କରିନେବା ଅତିବୁଦ୍ଧିମାନର ଲକ୍ଷ୍ୟ । ବିବାହ ହୋଇ ସାରିଥିଲେ ପରେ ମଧ୍ୟ ପ୍ରତିକାର ଦ୍ୱାରା କେତେକାଂଶରେ ସମାଧାନ କରିହୁଏ । ପ୍ରଯତ୍ନ ଆବଶ୍ୟକ ।
For Match Making/ ବିବାହ ମେଳକ : Rs. 500
For RTGS, IMPS and NEFT Payments
Name: Bayunandan Mishra
Bank : Central Bank of India
Branch: Bhadreswar
Account No: 2134187980
IFSC Code: Cbin0282455
Google Pay & Phone Pay No: 9437064130