ମନୁଷ୍ୟର ଦୁର୍ଦିନ ଏବଂ ଦୁଃସମୟର କାରଣ, ଅବଧି ଓ ପ୍ରତିକାର, ରୋଗରୁ ମୁକ୍ତି, ସମସ୍ୟା ମୋଚନ, ସପଂଳତା ପ୍ରାପ୍ତି, କାର୍ଯ୍ୟସିଦ୍ଧି ଆଦି ପାଇଁ ପ୍ରାଚ୍ୟ, ପାଶ୍ଚାତ୍ୟ , ଚୈନୀକ ଓ ଯାବନୀକ ଜ୍ୟୋତିଷୀୟ ପଦ୍ଧତି ଅବଲମ୍ବନରେ ଅନେକ ଚମତ୍କାରୀ ସଫଳତା ପ୍ରାପ୍ତି ହୋଇଥାଏ ଏଣୁ ଜନ୍ମ ପତ୍ରିକାର ସଠିକ ପ୍ରସ୍ତୁତି ଆବଶ୍ୟକ ଆମେ ଅତ୍ୟାଧୁନିକ ବିଜ୍ଞାନ ଭିତ୍ତିକ ଜାତକ ପ୍ରସ୍ତୁତ କରି ସେଥିରୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଫଳାଦେଶ ଓ ପ୍ରତିକାର ବ୍ୟବସ୍ଥା କରିଥାଉ । ସାଧାରଣ ଜାତକ ପ୍ରସ୍ତୁତି ଭାବଫଳ ସହ ଜାତକ ପ୍ରସ୍ତୁତି ଓ ଆଜୀବନ ଫଳ ସହିତ ଜାତକ ପ୍ରସ୍ତୁତ, କରିଥାଉ । ଭାରତୀୟ ସମସ୍ତ ଭାଷାରେ ଓ ବିଭିନ୍ନ ସ୍ଥାନୀୟ ପଦ୍ଧତି ଯଥା – ଦକ୍ଷିଣ ଭାରତୀୟ ପଦ୍ଧତି , ଉତ୍ତର ଭାରତୀୟ ପଦ୍ଧତି, ବଙ୍ର୍ଗୀୟ ଉତ୍କଳୀୟ ଓ ବୈଦେଶିକ ପଦ୍ଧତିରେ ଜାତକ ପ୍ରସ୍ତୁତ କରାଯାଏ ଏବଂ ପ୍ରତିକାର ଗୁଡିକ ନିଜ ଧର୍ମ ବିଶ୍ଵାସ ଅନୁସାରେ ଦୈବୀ ପ୍ରତିକାର , ଚେର ମୂଳ, କବଚ, ମନ୍ତ୍ର, ଯନ୍ତ୍ର, ରତ୍ନଧାରଣ ଓ ଯୌଗିକ ପ୍ରକ୍ରିୟା ଭୋଜନ ସଂଜମ ନାଦିର ପରାମର୍ଶ ଦିଆଯାଏ ଏଥିପାଇଁ ସଠିକ ଜନ୍ମ ସମୟ (ତାରିଖ ମାସ ଓ  ବର୍ଷ )ଏବଂ ଜନ୍ମସ୍ଥାନ (ଅଞ୍ଚଳ , ଜିଲ୍ଲା , ପ୍ରଦେଶ,ଓ ଦେଶ )ଆବଶ୍ୟକ ।

ତତ୍କାଳ ପ୍ରଶ୍ନ ବିଚାର

ତତ୍କାଳିକ ସମସ୍ୟା ସମାଧାନ ନିମନ୍ତେ ପ୍ରଶ୍ନ ଭିର୍ତ୍ତିକ ଜ୍ୟୋତିଷିୟ ପରାମର୍ଶ ଦିଆଯାଏ । କୌଣସି ନାରୀର ଚରିତ୍ର ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ଏବଂ ଚୋରି ସମ୍ବଧୀୟ ପ୍ରଶ୍ନ ବ୍ୟତୀତ ଯେକୌଣସି ପ୍ରଶ୍ନୋତର ଦିଆଯାଏ I ଏଥିପାଇଁ ତତ୍କାଳ ପ୍ରଶ୍ନ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରି ଫଳାଦେଶ କରାଯାଏ I ଏକକାଳୀନ ୨ଟି ପ୍ରଶ୍ନର ଉତର ଦିଆଯାଇପାରେ ଦୂରରେ ରହି ଫୋନ ମଧ୍ୟରେ ପ୍ରଶ୍ନୋତ୍ତର ପାଇବାର ବ୍ୟବସ୍ଥା ମଧ୍ୟ ଅଛି I

For New Horoscope Making : Rs. 500     

For : Rs. 500    

For Education : Rs. 500      

For Carrer Prediction: Rs. 500      

For Marriage Prediction : Rs. 500      

For Service Prediction : Rs. 500    

For Future Prediction : Rs. 500  

For RTGS, IMPS and NEFT Payments

Name: Bayunandan Mishra

Bank : Central Bank of India

Branch: Bhadreswar

Account  No: 2134187980

IFSC Code: Cbin0282455

Google Pay & Phone Pay No: 9437064130