କିପରି କଟିବ ଆପଣଙ୍କ ଦିନ: ୮ ଜୁନ ୨୦୧୯
*ମହାବୀର ପଞ୍ଜିକା* ~~~~~~~~~~~~~ * *ଅଦ୍ୟ ଜୁନ ୦୩ ତାରିଖ *୨୦୧୯ମସିହା* (ସୋମବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୬ ସମ୍ବତ୍ସର -ପରିଧାବୀ ଜ୍ୟେଷ୍ଠ -କୃଷ୍ଣପକ୍ଷ ତିଥି -ଅମାବାସ୍ୟା ଦିବା ଘ୦୩/୩୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ରୋହିଣୀ ରାତ୍ରି ଘ୦୮/୫୨ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର- ବୃଷ ଯୋଗ -ସୁକର୍ମା କରଣ-ନାଗ ସୂର୍ଯ୍ୟ -ବୃଷ ୨୦ ଦିନ *************** ଅଦ୍ୟ ଆମିଷ ଓ ପାଣିକଖାରୁ ଭକ୍ଷଣ ନିଷେଧ ____________________ ସୁର୍ୟୋଦୟ -ପ୍ରାତଃ ଘ୦୫/୧୦/୪୧ ସୂର୍ଯ୍ୟାସ୍ତ -ସନ୍ଧ୍ୟା…